ଆନ୍ଧ୍ରପ୍ରଦେଶରେ ୧୭ ତାରିଖରେ ଏକ ଟ୍ରେନରେ ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ କିଛି ବୁର୍ଖା ପିନ୍ଧା କଟର ମୁସଲିମ ମହିଳାମାନେ ନିଜର ଉଗ୍ର ଧାର୍ମୀକ ଆଚ୍ଚରଣ ଦେଖାଇବା ସହିତ ସେମାନଙ୍କୁ ଖରାପ ବ୍ୟବହାର ଦେଖାଇଛନ୍ତି । ପରେ ସେମାନଙ୍କର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଯିବାରୁ ଏବେ ସେମାନେ ଭିକ୍ଟିମ କାର୍ଡ ଖେଳିବାର ସୁଯୋଗ ଛାଡି ନାହାନ୍ତି ।
ସାବରିମାଲା ଯାଇଥିବା ହିନ୍ଦୁମାନେ କେରଳ ସୁଫରଫାଷ୍ଟ ଏକ୍ସପ୍ରେସରେ ଫେରୁଥିଲେ । ସେମାନଙ୍କର ସମସ୍ତଙ୍କର ରିଜର୍ଭ ସଂରକ୍ଷିତ ଟିକେଟ ଥିବା ସତ୍ୱେ ସେମାନଙ୍କୁ କେରଳରୁ ଚଢିଥିବା ମୁସଲିମ ମହିଳାମାନେ ସେମାନଙ୍କର ସିଟରେ ଆଗୁଆ ବସିଯାଇଥିଲେ । ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ସେମାନେ ବସିବା ପାଇଁ ଦେଇନଥିଲେ । ପରେ ରେଳବାଇ ପୋଲିସ, ଟିଟିଆଇ ଆସିଥିଲେ ମଧ୍ୟ ସେମାନେ ଏହାକୁ ଶୁଣିନଥିଲେ, ଓଲଟି ବିଭିନ୍ନ ବାହାନା ଦେଖାଇଥିଲେ । ପରେ ଟ୍ରେନରୁ ସେମାନେ ଓହ୍ଲାଇବା ପରେ ହିଁ ହିନ୍ଦୁଯାତ୍ରୀମାନେ ନିଜ ସିଟରେ ବସିପାରିଥିଲେ ।
ଏହି କେରଳ ସୁପରଫାଷ୍ଟ ଏକସପ୍ରେସ ହେଉଛି ଭାରତର ସବୁଠାରୁ ଦୀର୍ଘ ରାସ୍ତା ଯାଉଥିବା ରେଳଗାଡି । ମୋଟ ୩୦୨୭ କିମିରୁ କେରଳରେ ଏହା ୫୭୫ କିମି ଯାଇଥାଏ । ହେଲେ ମାତ୍ର ଏହି ୫୭୫ କିମି ଭିତରେ ପ୍ରାୟ ୧୦ରୁ ୧୫ କିମି ବ୍ୟବଧାନରେ ରହିଛି ଷ୍ଟପେଜ । ଏହା କେବଳରେ କେରଳରେ ଥିବା ମୁସଲିମମାନଙ୍କୁ ତୁଷ୍ଟିକରଣ ପାଇଁ ହୋଇଛି । ସେମାନଙ୍କର ପ୍ରଭାବ ଏତେ ଯେ କେରଳେ ବହୁତ ଦିନ ଧରି ରେଳବାଇରେ କୌଣସି ନୂତନ ପ୍ରକଳ୍ପର ଉଦଘାଟନ ବେଳେ ନଡିଆ ଭାଙ୍ଗିବା ବା ସିନ୍ଦୁର ଲାଗିବା ମନା ଥିଲା । ରେଳ ଷ୍ଟେସନରେ ମଧ୍ୟ କୌଣସି ହିନ୍ଦୁ ମୁର୍ତୀ ରଖିବାକୁ ସେମାନେ ଦେଉନାହାନ୍ତି ।